ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା

ଗୋଲ୍‌ଡକୋଷ୍ଟ୍‍ : ରବିବାର ଦିନ ଉଦ୍‌ଯାପିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ଦଖଲ କରିଛି। ୨୬ ସ୍ୱର୍ଣ୍ଣ ସହିତ ଭାରତ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସର୍ବକାଳିନ ସଫଳତାରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଭାରତ ପୂର୍ବରୁ କେବଳ ୨୦୧୦ ନୂଆଦିଲ୍ଲୀ ଏବଂ … Continue reading ଉଦଯାପିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା